କଟ୍ଟାର Kaṭṭāra

  • ସଂ. ବି. (କଟ୍ ଧାତୁ+ଭାବେ. ତ=କଟ୍ଟ; କଟ୍ଟ+ରୁ ଧାତୁ= ଗମନ କରିବା+କର୍ତ୍ତୃ. ଅ) — କଟୁରି — Bill-hook
  • ସଂ. ବି. (କଟ୍ ଧାତୁ+ଭାବେ. ତ=କଟ୍ଟ; କଟ୍ଟ+ରୁ ଧାତୁ= ଗମନ କରିବା+କର୍ତ୍ତୃ. ଅ) — ଛେରା — Dagger (Apte)