କଟୋର Kaṭora

  • ଦେ. ବି. (ସଂ. କୋଟର) — ବୃକ୍ଷ କୋଟର; କୋରଡ଼; ବୃକ୍ଷ ଗହ୍ୱର — The hollow of a tree
  • ସଂ. ବି. (କଟ୍ ଧାତୁ= ଆଚ୍ଛାଦନ କରିବା+ଓର) — କଟୋରା (ଦେଖ) — Kaṭorā (See)