କଟୁକା Kaṭukā

  • ସଂ. ବି. (କଟୁ+କ+ଆ) — (ବୈଦ୍ଯକ) ଶାକଲତାବିଶେଷର ମୂଳ; କଟୁକୀ; — Black Hellebore; Picrorrihiza Karroa
  • ସଂ. ବି. (କଟୁ+କ+ଆ) — [ଦ୍ର—ଏହା କଟୁ ବିପାକ, ତିକ୍ତ, ରୁକ୍ଷ ଶୀତବୀର୍ଯ୍ୟ, ଲଘୁ, ଭେଦକ, ଅଗ୍ନିଦୀପକ, ଓ ହୃଦ୍ୟ; ଏହା କଫ, ପିତ୍ତ, ଜ୍ୱର, ପ୍ରମେହ, ଶ୍ୱାସ, କାସ, ରକ୍ତଦୋଷ, ଦାହ, କୁଷ୍ଠ ଓ କୃମିରୋଗନାଶକ।]
  • ସଂ. ବି. ସ୍ତ୍ରୀ. (କଟୁକ+ସ୍ତ୍ରୀ. ଆ) — ପାନ — Betel
  • ସଂ. ବି. ସ୍ତ୍ରୀ. (କଟୁକ+ସ୍ତ୍ରୀ. ଆ) — ଧଳା ସୋରିଷ; ରାଇ ସୋରିଷ — Rye; white mustard
  • ସଂ. ବି. ସ୍ତ୍ରୀ. (କଟୁକ+ସ୍ତ୍ରୀ. ଆ) — ପିତା ଲାଉ — Bitter gourd