କଟୁଆଳି Kaṭuāḻi

  • ଦେ. ବି. — ନଗର ମଧ୍ୟରେ ପୁଲିସଙ୍କ ରହିବା ସ୍ଥାନ; ସହରର ଥାନା — Town police station; head quarters of the town police
  • ଦେ. ବି. — ନଗରର ଦିଆଯିବା ବା ପହରା କାମ — The watching of a town