କଟାଳ Kaṭāḻa
- ଦେ. ବି — ବଟକରା; ନିକିତିର ଏକ ପାଲାରେ ଯାହାକୁ ରଖିବା ଦ୍ୱାରା ତଉଲା ହେଉଥିବା ଦ୍ରବ୍ୟର ଓଜନ ନିର୍ଣ୍ଣୟ କରାଯାଏ — Weights
- ଦେ. ବି — ଅଳି; ସନିର୍ବନ୍ଧ ଅନୁରୋଧ ବା ପ୍ରାର୍ଥନା; ଜଞ୍ଜାଳପୂର୍ବକ ଉପର୍ଯ୍ୟୁପରି ପ୍ରାର୍ଥନା — Persistent request; repeatedly pressing request; importunate asking; solicitations
- ଦେ. ବି — ହେ କାନ୍ତ କଟାଳ କିପାଁ ବଲ୍ଲଭରେ ହୋଏ। ସାରଳା ମହାଭାରତ, ବିରାଟ।
- ଦେ. ବି — କୌଣସି କାର୍ଯ୍ୟରେ ଯିଦି — Zid; perversity
- ଦେ. ବି — କରୁ ଏହି କଟାଳ, ମଣ୍ଡିଦେଲା କି କାଳ, ପର୍ବଦିଗ ପର୍ବତକୁ ପୁଷାରେ — କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି — (ସଂ. କଟାହ)—ରନ୍ଧନାର୍ଥ ତାମ୍ରଭାଣ୍ଡ; ଡେକ୍ଚି; ବଡ଼ ହଣ୍ଡା — Large copper-pot for cooking; dekchi