କଟାର Kaṭāra

  • ଦେ. ବି. (ସଂ. କଟ୍ଟାର) — କାଟିବା ଶସ୍ତ୍ରବିଶେଷ; ବଡ଼ କଟୁରୀ — A chopper; a billhook
  • ଦେ. ବି. (ସଂ. କଟ୍ଟାର) — ପଦଗାମୀ ହୋଇଣ କଟାଇ ଘେନି କରେ। ମାଘ, ପୁରାଣ।
  • ସଂ. ବି. (କଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଆର) — କାମୁକ ବ୍ଯକ୍ତି — A lecher.2 ନାଗରୀକ ବ୍ଯକ୍ତି—2. A citizen