କଟାଳଜୁଆର Kaṭāḻajuāra

  • ଦେ. ବି.—(ସଂ. କରାଳ=ଉଚ୍ଚ+ହି. ଜୁୱାର) — ଦଶମୀଠାରୁ ପୂର୍ଣ୍ଣିମା ବା ଅମାବସ୍ୟା ପର୍ଯ୍ୟନ୍ତ ହେବା ବଡ଼ଜୁଆର; ଉଠିଆ ଜୁଆର — High tide of the lunar fortnight from the tenth day till the end; springtide;
  • ଦେ. ବି.—(ସଂ. କରାଳ=ଉଚ୍ଚ+ହି. ଜୁୱାର) — ପୂର୍ଣ୍ଣିମା କଟାଳଜୁଆର ବେଳରେ କମଳାପ୍ରସାଦ ଘାଟ ଭିଡ଼ିବ। ଫକୀରମୋହନ, ଗଳ୍ପସ୍ୱଳ୍ପ।