କଟକଣା Kaṭakaṇā
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — ସମୁଚିତ ବନ୍ଦୋବସ୍ତ ବା କାଇଦା — Strict or proper arrangement
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — ଅଲଙ୍ଘ୍ୟ ବା ଦୃଢ଼ ନିୟମ — Fixed rule; regulation
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — କଠୋର ନିୟମ; ବ୍ରତ — Austerity
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — ଆକଟ; ଯାବତା — Discipline; severity; strictness
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — ଇୟତ୍ତା; ଗଣନା; ପରିମାଣ — Fixed quantity or measure; measurement
- ଦେ. ବି. (ଫା. କଟ୍କିନା; ତୁଳ, ସଂ. କଷ୍ଟ ଓ କରଣ) — [ଦ୍ର—ଏହା କାଇଦା ଶବ୍ଦ ପରେ ସହଚର ରୂପେ ବ୍ଯବହୃତ ହୁଏ।]