କଟକଟିଆ ନାଗ Kaṭakatiā nāga

  • ଦେ. ବି. (ସଂ. କର୍କୋଟକ) — ଗଛଦହରେ ଗୁଡ଼ାଇ ହେବା ବେଳେ କଟ୍ କଟ୍ ଶବ୍ଦ କରିବା ଏକ ପ୍ରକାର ନାଗସାପ — A kind of cobra snake making a ratting sound while twisting round a tree