କଟକାଇ Kaṭakāi

  • ଦେ. (ପଦ୍ଯ). ବି. — ଯୁଦ୍ଧଯାତ୍ରା କରିବା ନିମନ୍ତେ ଅନୁକୂଳ ବା ଉଦ୍ୟମ — First starting for a fight
  • ଦେ. (ପଦ୍ଯ). ବି. — ବୋଲା ବୋଲି ହେଉଁ ଲଙ୍କା କଟକାଇ ଲଗ୍ନ କେଉଁ ଦିନ ଶ୍ରବଣେ। ଭଞ୍ଜ, ବୈଦେହୀଶବିଳାସ।