କଟ କବାଲା Kaṭa kabālā

  • ବୈଦେ. ବି. — କଟ କବଲା (ଦେଖ) — Kaṭa kabalā (See)
  • ବୈଦେ. ବି. — ଭଗୀଆ ତନ୍ତିଠାରୁ ଛମାଣ ଆଠଗୁଣ୍ଠ ଜମି କଟ କବାଲା କରି ନେଇଥିଲି। ଫକୀରମୋହନ, ଛମାଣଆଠଗୁଣ୍ଠ।