କଞ୍ଜୁସ୍ Kan̄jus

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ପ୍ରା. କଞ୍ଜୁଷ=(କଣ+; ଚୂଷ)=ଯେ ପୁଷ୍ପରୁ ମଧୁକଣା ଚୋଷେ; ମଧୁମକ୍ଷିକା; ମଧୁମକ୍ଷିକା ପରି ଲୋଭୀ) — କୃପଣ — Miserly; closefisted