କଞ୍ଜନ Kan̄jana

  • ସଂ. ବି (କଂ=ସୁଖ+ଜନି ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) କନ୍ଦର୍ପ; ମଦନ — Cupid; God of love
  • ସଂ. ବି (କଂ=ସୁଖ+ଜନି ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) ଶାରୀ; ଶାରୀକାପକ୍ଷୀ; ମଦନପକ୍ଷୀ; ମଇନା — Myna bird; a talking bird resembling a magpie