କଞ୍ଚୁକୀ Kan̄chukī

  • ସଂ. ବି. ପୁଂ. (କଞ୍ଚୁକ+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — ଅନ୍ତଃପୁରରକ୍ଷକ; ଖାସୁ କରା ହୋଇଥିବା ନପୁଂସକ ଭୃତ୍ୟ — Overseer of female apartment; enunuch in charge of the zenana; chamberlain
  • ସଂ. ବି. ପୁଂ. (କଞ୍ଚୁକ+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — ରାଜାଙ୍କ ଅନ୍ତଃପୁରରକ୍ଷକ ବୃଦ୍ଧ ବିପ୍ର — An old Brāhmaṇa in charge of a Rājā's harem
  • ସଂ. ବି. ପୁଂ. (କଞ୍ଚୁକ+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — ଅନ୍ତଃପୁରଚରୋ ବୃଦ୍ଧୋ ବିପ୍ରୋ ଗୁଣଗଣାନ୍ୱିତଃ, ସର୍ବକାର୍ଯ୍ୟାର୍ଥକୁଶଳଃ କଞ୍ଚୁକୀତ୍ୟଭିଧୀୟତେ। ବିଶ୍ୱନାଥ, ସାହିତ୍ୟଦର୍ପଣ
  • ସଂ. ବିଣ. ପୁଂ — କଞ୍ଚୁକପରିହିତ — Armoured
  • ସଂ. ବି. ସ୍ତ୍ରୀ. (କଞ୍ଚୁକ+ସ୍ତ୍ରୀ. ଈ) — ଅନ୍ତଃପୁରଚାରିଣୀ;ସ୍ତ୍ରୀ ଲୋକଙ୍କ ଚାକରାଣୀ — Maid servant; lady's maid