କଞ୍ଚାସୁଆଦି Kan̄chāsuādi

  • ଦେ. ବିଣ — ଯେଉଁ ଆମ୍ବ କଞ୍ଚାବେଳେ ସୁଦ୍ଧା ଆମ୍ବିଳା ନ ଲାଗି ମିଠା ଲାଗେ — (mango) Which tastes sweet when unripe