କଞ୍ଚାନିଦିଆ Kan̄chānidiā

  • ଦେ. ବିଣ — ଯେ ପୂର୍ଣ୍ଣକାଳ ପର୍ଯ୍ୟନ୍ତ ଶୋଇ ନ ଥାଏ; ଯାହାର ନିଦ୍ରା ପରିପକ୍ୱ ନ ହୋଇ ଭାଙ୍ଗିଥାଏ — Getting up from half-satisfied sleep
  • ଦେ. ବିଣ — (ଯଥା—ପିଲାଟା କଞ୍ଚାନିଦିଆ ହୋଇ କାନ୍ଦୁଥିଲା।)