କଞ୍ଚାଖାଈ Kan̄chākhāi
- ଦେ. ବି. ସ୍ତ୍ରୀ. (ଆ. କଚ୍ଚା+ସଂ. ଖାଦ୍ୟ ଧାତୁ) — ଦେବୀବିଶେଷ — A Goddess who eats raw flesh
- ଦେ. ବି. ସ୍ତ୍ରୀ. (ଆ. କଚ୍ଚା+ସଂ. ଖାଦ୍ୟ ଧାତୁ) — ଡାହାଣୀବିଶେଷ — A class of witches eating ordure and raw flesh
- ଦେ. ବି. ସ୍ତ୍ରୀ. (ଆ. କଚ୍ଚା+ସଂ. ଖାଦ୍ୟ ଧାତୁ) — [ଦ୍ର—ଏମାନେ ରାତିରେ ବିଷ୍ଠା ଚରନ୍ତି ଓ ଜୀବିତ ଶିଶୁ ପ୍ରଭୃତିଙ୍କୁ ଖାଇ ଯାଆନ୍ତି। ଡାହାଣୀ ତଳେ ନୋଟ୍ ଦେଖ।]
- ଦେ. ବିଣ — କଞ୍ଚାସୁଆଦି; କଞ୍ଚା ବା ଅପକ୍ୱ ଅବସ୍ଥାରେ ମୁଖ— ରୋଚକ ବା ମିଷ୍ଟ (ଫଳ) — Sweet or palatable even when raw or unripe (fruit)
- ଦେ. ବିଣ — [ଦ୍ର—ଏହି ବିଶେଷଣ ପ୍ରାୟ ଆମ୍ବ ପୂର୍ବେ ବ୍ଯବହୃତ ହୁଏ।]