କଞ୍ଚାକଞ୍ଚା Kanāchākanāchā

  • ଦେ. ବିଣ. (ତୁଳ. ଗରମ୍ ଗରମ୍) — ଯାହା ଅଳ୍ପ ଅଳ୍ପ କଞ୍ଚା ଥାଏ; ଦରକଞ୍ଚା — Unripe; half-ripened
  • ଦେ. ବିଣ. (ତୁଳ. ଗରମ୍ ଗରମ୍) — ଅର୍ଦ୍ଧ ସିଦ୍ଧ — Half-boiled
  • ଦେ. ବିଣ. (ତୁଳ. ଗରମ୍ ଗରମ୍) — ଅଳ୍ପ ଓଦା — Half-moist