କଞ୍ଚା ମିଚ୍ଛ Kan̄chā michha

  • ଦେ. ବିଣ. — ସମ୍ପୂର୍ଣ୍ଣରୂପେ ମିଥ୍ୟା (କଥା); ଯେଉଁ କଥାରେ ଅଣୁମାତ୍ର ସତ ନ ଥାଏ — Totally false
  • ଦେ. ବି. — ସମ୍ପୂର୍ଣ୍ଣ ମିଥ୍ୟାକଥା — A black lie