କଞ୍ଚା ପଇସା Kan̄chā paisā

  • ଦେ. ବି — ସ୍ୱଳ୍ପ କଷ୍ଟରେ ପ୍ରତିଦିନ ପାଖକୁ ଆସୁଥିବା ଅର୍ଥ — Money earned daily without much exertion
  • ଦେ. ବି — ଅନାୟାସଲବ୍ଧ ଧନ — Easily gotten money
  • ଦେ. ବି — ନଗଦ ଧନ — Cash money