କଞ୍ଚା ନିଦ Kan̄chā nida

  • ଦେ. ବି (ଆ. କଚ୍ଚା+ସଂ. ନିଦ୍ରା) — ପୂର୍ଣ୍ଣମାତ୍ରାରେ ଭୋଗ ହୋଇ ନ ଥିବା ନିଦ — Sleep not past its period of full enjoyment; a state in which a person is awakened from sleep before time
  • ଦେ. ବି (ଆ. କଚ୍ଚା+ସଂ. ନିଦ୍ରା) — ଛାଇ ନିଦ — Light sleep