କଞ୍ଚା ଦିହ Kan̄chā diha

  • ଗ୍ରା. ବି — ରୋଗରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନ ଥିବା ଶରୀର — The body or physical system of a person who has not completely recovered from a disease
  • ଗ୍ରା. ବି — ଅତି ଅଳ୍ପଦିନ ପୁର୍ବେ ଭଲ ହୋଇଥିବା ଦେହ — The physical system of a person who has been only recently cured
  • ଗ୍ରା. ବି — ପ୍ରସବ କରିବାର ଅବ୍ଯବହିତ ପରେ ପ୍ରସୂତୀର ଦୁର୍ବଳ ଶରୀର (ସେକାସେକି ଓ ପଥ୍ୟାଦିର ଫଳରେ ଯହିଁରୁ ରକ୍ତ— ଜଳାଦି ନିର୍ଗମନ ବନ୍ଦ ହୋଇ ନ ଥାଏ — The physical system of a recently delivered woman