କଞ୍ଚା ଗୋଲା Kan̄chā golā

  • ଦେ. ବି — ଦୁଧ ଛେନାକୁ ପାକ ନ କରି ଚିପୁଡ଼ି ତହିଁରେ ଚିନି ମିଶାଇ ବାଟି ପରେ ନିଆଁରେ ଅଳ୍ପ ଗରମ କରାଯାଇ ପ୍ରସ୍ତୁତ ମିଷ୍ଟାନ୍ନ; ସନ୍ଦେଶ — A kind of sweet-meat