କଜଳ Kajaḻa

  • ଦେ. ବି. (ସଂ. କଜ୍ଜଳ) — ଅଞ୍ଜନ — Collyrium
  • ଦେ. ବି. (ସଂ. କଜ୍ଜଳ) — ହାଣ୍ଡି କଳା ବା ଦୀପକଳା — Lamp-black or soot
  • ଦେ. ବି. (ସଂ. କଜ୍ଜଳ) — [ଦ୍ର—ସଂସ୍କାର ଅଛି ଯେ ପିଲାଙ୍କ ଆଖିରେ କଜଳ ଥିଲେ ଭୂତ, ପ୍ରେତ, ଡାହାଣୀ କିଛି କରି ପାରନ୍ତି ନାହିଁ।]