କଜଳ ଚୋରାଇ ନେବା (ଆଖିରୁ) Kajaḻa chorāi nebā

  • ଦେ. କ୍ରି — ଅତି କୌଶଳ ସହକାରେ ମନୁଷ୍ୟର ଆଖି ଆଗରୁ କୌଣସି ବସ୍ତୁ ହରଣ କରିନେବା — To steal a thing deft-handedly from under one's very eyes
  • ଦେ. କ୍ରି — ଅତିଶୟ ଚତୁରତା ସହକାରେ କୌଣସି ବସ୍ତୁକୁ ହରଣ— ଚାଳି କରିବା — To play the sharper