କଜଳକଳା Kajaḻakaḻā

  • ଦେ. ବି — କଜ୍ଜଳ ନିମନ୍ତେ ପ୍ରସ୍ତୁତ ହାଣ୍ଡି ବା ଦୀପ ଶିଖାର କଳା — Lamp-black or soot collected for preparing collyrium
  • ବିଣ — କଜ୍ଜଳ ପରି ଘୋର କୃଷ୍ଣବର୍ଣ୍ଣ — Black; of a very dark colour