କଜଳପାତିଆ Kajaḻapātiā

  • ଦେ. ବି — ଏକପ୍ରକାର ଧାନ; କଳାଜିରି ଧାନ — A kind of paddy with black husk
  • ଦେ. ବି — ଏକ ପ୍ରକାର କୃଷ୍ଣବର୍ଣ୍ଣ ପକ୍ଷୀ; ଭୃଙ୍ଗ ପକ୍ଷୀ — A small black bird; the black drongo
  • ଦେ. ବିଣ — କଜ୍ଜ୍ୱଳପାତି ଭଳି କ୍ଷୁଦ୍ର ଓ ଲମ୍ବ — Small and long