କଛାହଗୁରା Kachhāhagurā
- ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ଝାଡ଼ାର ବେଗ ସମ୍ବାଳି ନ ପାରି କଛା ଫିଟାଉ ଫିଟାଉ ଝାଡ଼ାଫେରି ପକାଏ — A person who soils his cloth in haste to ease himself
- ଦେ. ବିଣ. ପୁଂ — (ଲକ୍ଷଣାର୍ଥ—ଯେ ଡରରେ କଛାରେ ଝାଡ଼ାଫେରେ)— ଅତ୍ୟନ୍ତ ଡରକୁଳା — (figurative) Very timid