କଛାକାନି Kachhākāni

  • ଦେ. ବି. (ସଂ. କକ୍ଷା+କର୍ଣ୍ଣ) — ପିନ୍ଧିବା ଲୁଗାର ପଛରେ କୁଞ୍ଚା ହୋଇ ଖୋସା ହୋଇଥିବା ଅଂଶର ଶେଷଭାଗ — The end of cloth tucked below the waist