କଚ୍ଛୁର Kachchhura

  • ସଂ. ବିଣ. ପୁଂ — (କଚ୍ଛୁ=କଣ୍ଡୁ ରୋଗ+ଅଛି ଅର୍ଥରେ ର)—କାଛୁ ବା କଣ୍ଡୁରୋଗଯୁକ୍ତ — Suffering from itches
  • ସଂ. ବିଣ. ପୁଂ — (କୁ=ପାପ+ଛୁର୍ ଧାତୁ=ରଞ୍ଜିତ କରିବା+କର୍ତ୍ତୃ. ଅ)— ପରସ୍ତ୍ରୀଗାମୀ; ପାମର — Libertine; adulterer