କଚ୍ଛୁରା Kachchhurā

  • ସଂ. ବିଣ. ସ୍ତ୍ରୀ. (କଚ୍ଛୁ=କଣ୍ଡୁ+ର+ସ୍ତ୍ରୀ. ଆ) — କଣ୍ଡୁରୋଗଯୁକ୍ତା — Suffering from itches
  • ସଂ. ବି. ସ୍ତ୍ରୀ. — ବେଶ୍ୟା — Harlot; whore
  • ସଂ. ବି. ସ୍ତ୍ରୀ. — ଦୁର୍ଲଭା (ଗଛ) — A kind of tree with scented leaves