କଚ୍ଛୁମତୀ Kachchhumatī

  • ସଂ. ବି. ସ୍ତ୍ରୀ. (କଚ୍ଛୁ=କଣ୍ଡୁ+ଉତ୍ପାଦନାର୍ଥେ ମତ୍+ସ୍ତ୍ରୀ. ଈ; ଏହା କଚ୍ଛୁ ବା କଣ୍ଡୁ ଉତ୍ପାଦନ କରେ) — ଶୂକଶିମ୍ବୀ; ବାଇଢ଼ଙ୍କ (ଦେଖ) — A wild bean producing itching; Cowhage