କଚ୍ଛରୁହା Kachchharuhā

  • ସଂ. ବି. ସ୍ତ୍ରୀ (କଚ୍ଛ=ଜଳୀୟ ଭୂମି+ରୁହ ଧାତୁ=ଆରୋ— ହଣ କରିବା+କର୍ତ୍ତୃ+ଅ. ସ୍ତ୍ରୀ. ଆ) — ଦୂର୍ବାଦଳ; ଦୁବଘାସ — Creeping grass; the dooba grass