କଚ୍ଛପୀ Kachchhapī
- ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) — ବୀଣାବିଶେଷ — A kind of harp
- ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) — ସରସ୍ୱତୀଙ୍କ ବୀଣା — The lute of Saraswatī, the Goddess of Learning
- ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) — କ୍ଷୁଦ୍ର କଚ୍ଛପ — Small tortoise
- ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) — ମାଇ କଚ୍ଛପ — Female turtle
- ସଂ. ବି. ସ୍ତ୍ରୀ (କଚ୍ଛପ+ସ୍ତ୍ରୀ. ଈ) — ବ୍ରଣ ରୋଗବିଶେଷ; ପୃଷ୍ଠବ୍ରଣ — Carbuncle