କଚ୍ଛପିକା Kachchhapikā
- ସଂ. ବି. ସ୍ତ୍ରୀ—(କଚ୍ଛପ+ଇକ+ସ୍ତ୍ରୀ. ଆ; ଏହାର ଆକୃତି କଚ୍ଛପ ପରି) — ଆବୁ — A wart
- ସଂ. ବି. ସ୍ତ୍ରୀ—(କଚ୍ଛପ+ଇକ+ସ୍ତ୍ରୀ. ଆ; ଏହାର ଆକୃତି କଚ୍ଛପ ପରି) — ବୃହତ୍ ବ୍ରଣ; ପୃଷ୍ଠବ୍ରଣ — A big boil; cancer; carbuncle
- ସଂ. ବି. ସ୍ତ୍ରୀ—(କଚ୍ଛପ+ଇକ+ସ୍ତ୍ରୀ. ଆ; ଏହାର ଆକୃତି କଚ୍ଛପ ପରି) — କଇଞ୍ଚିଆ ରୋଗ — Abdominal tumour