କଚା ଖାତା Kachā khātā

  • ଦେ. ବି. — ଚିଠା ଖାତା (ଯେଉଁ ଖାତାରେ ଦୋକାନର ଆୟବ୍ଯଯାଦି ପ୍ରଥମେ ଟିପା ଯାଏ ଓ ପରେ ତାହା ପକ୍କା ଖାତାରେ ଚଢ଼ା ହୁଏ) — Rough notebook; a book for scribbling