କଙ୍ଖାର୍ Kaṅkhār

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍କାରୁ) — ପାଣିକଖାରୁ — White gourd
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍କାରୁ) — [ଦ୍ର—ଲରିଆ ଭାଷାରେ ଏହାକୁ କୁହ୍ମୁଡ଼ା କହନ୍ତି ଏବଂ ସମ୍ବଲପୁରରେ ବୋଇତିକଖାରୁକୁ ମାଖନ କହନ୍ତି]।