କଙ୍କଡ଼ାବିଛା Kaṇkaṟḍ̠ābichhā

  • ଦେ. ବି. (ସଂ. କର୍କଟ ଓ ବୃଶ୍ଚିକ; ଏହାର କଙ୍କଡ଼ା ହାତ ପରି ଦୁଇଟି ସଣ୍ଡୁଆସିଭଳି ହାତ ଥିବାରୁ) — ବିଷାକ୍ତ ଲାଙ୍ଗୁଡ଼ ଥିବା ଏକ ପ୍ରକାର ଅଷ୍ଟପଦୀ ବିଛା — Scorpion
  • ଦେ. ବି. (ସଂ. କର୍କଟ ଓ ବୃଶ୍ଚିକ; ଏହାର କଙ୍କଡ଼ା ହାତ ପରି ଦୁଇଟି ସଣ୍ଡୁଆସିଭଳି ହାତ ଥିବାରୁ) — [ଦ୍ର—ଏମାନେ କଳା (ବଡ଼) ଓ କହରା (ଛୋଟ) ଏହିପରି ଦୁଇ ପ୍ରକାରର ଦେଖା ଯାଆନ୍ତି।]
  • ଦେ. ବି. (ସଂ. କର୍କଟ ଓ ବୃଶ୍ଚିକ; ଏହାର କଙ୍କଡ଼ା ହାତ ପରି ଦୁଇଟି ସଣ୍ଡୁଆସିଭଳି ହାତ ଥିବାରୁ) — (ବଣିଆ ଭାଷା) ସୁନା ବା ରୂପା ତାରର ଗୋଲ ଗୋଲ କଡ଼ିରେ ଗୁନ୍ଥା ହୋଇ ତିଆରି ହୋଇଥିବା ଅଣ୍ଟାର ଅଳଙ୍କାରବିଶେଷ — A kind of waist-chain consisting of small flat balls chained together