କଙ୍କୁଷ୍ଠ Kaṅkushṭha

  • ସଂ. ବି. (କଙ୍କୁ+ସ୍ଥା ଧାତୁ+ଅ) — ହରିତାଳବର୍ଣ୍ଣର ପାଷାଣବିଶେଷ (ଜ୍ଞାନେନ୍ଦ୍ର) — A kind of yellow stone
  • ସଂ. ବି. (କଙ୍କୁ+ସ୍ଥା ଧାତୁ+ଅ) — ହିମାଳୟପ୍ରଦେଶସ୍ଥ ହରିତାଳ ପରି ପୀତବର୍ଣ୍ଣ ମୃତ୍ତିକାବିଶେଷ — A kind of yellow soil found in the Himalayan regions
  • ସଂ. ବି. (କଙ୍କୁ+ସ୍ଥା ଧାତୁ+ଅ) — [ଦ୍ର—ଏ ମୃତ୍ତିକା ଦୁଇ ପ୍ରକାରର। ଏକ ପ୍ରକାରର ବର୍ଣ୍ଣ ଧଳା, ଏହାକୁ ତାରପ୍ରଭା ବୋଲାଯାଏ; ଅନ୍ଯ ପ୍ରକାରର ପୀତବର୍ଣ୍ଣ, ଏହାକୁ ସ୍ୱର୍ଣ୍ଣପ୍ରଭା ବୋଲାଯାଏ। ସ୍ୱର୍ଣ୍ଣପ୍ରଭା କଙ୍କୁଷ୍ଠ ଶ୍ରେଷ୍ଠ। ଏହାକୁ ଶୋଧିତ କରି ବ୍ଯବହାର କଲେ କଫ, ବାୟୁ, ବ୍ରଣ ଓ ଶୂଳରୋଗର ହିତକର ହୁଏ—ପ୍ରକୃତିବାଦ]