କଙ୍କାଳମାଳ Kaṅkāḻamāḻa

  • ସଂ. ବି. ( 6 ଷ୍ଠୀ ତତ୍; କଙ୍କାଳ+ମାଳ) — ଶିବ ଓ କାଳୀ ପିନ୍ଧିଥିବା ଅସ୍ଥିରେ ଗୁନ୍ଥାଯାଇଥିବା ମାଳା — A necklace of bones (worn by God Ṡiba)
  • ସଂ. ବି. ( 6 ଷ୍ଠୀ ତତ୍; କଙ୍କାଳ+ମାଳ) — ଅସ୍ଥି ସମୂହ — A collection of bones
  • ଦେ. ବିଣ. — କଙ୍କାଳମାତ୍ରାବଶିଷ୍ଟ — Reduced to skeleton