କଙ୍କତଦେହୀ Kaṅkatadehī

  • ସଂ. ବି. (ଜୀବବିଜ୍ଞାନ ପରିଭାଷା; ଆଧୁନିକ ପ୍ରୟୋଗ) — ପାନିଆ ଦାନ୍ତପରି କଣ୍ଟାଦ୍ୱାରା ଆବୃତ ଗୋଲାକାର କୋମଳାଙ୍ଗ ସାମୁଦ୍ରିକଜୀବବିଶେଷ (ଜ୍ଞାନେନ୍ଦ୍ର।) — Ctenophore