କଙ୍କଣ Kaṇkaṇa

  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ହାତ ଖଡ଼ୁ; ହାତରେ ପିନ୍ଧିବା ବଳୟବିଶେଷ — Bracelet; wristlet
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ତାଡ଼ ତୋଡ଼ କଙ୍କଣ ଯେ ଆଉ କର୍ଣ୍ଣାଞ୍ଚଳ ବିଦ ମୁଦି ବାହୁଟୀ କଣୟ ରତ୍ନମାଳ। ସାରଳା ମହାଭାରତ, ଭୀଷ୍ମ।
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ହସ୍ତସୂତ୍ର; ଅନନ୍ତ; ଅନନ୍ତବ୍ରତ — Armlet
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — କଙ୍କଣ ପଇତା (ଦେଖ) — Kaṅkaṇa paitā (See)
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ପଶ୍ଚିମ ଭାରତର ସହ୍ୟାଦ୍ରି ଠାରୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ପ୍ରଦେଶ (ଏହାର ଉତ୍ତର ସୀମା ତାପ୍ତି ନଦୀ) — The Konkan country in Western India
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — (କଂ=ଜଳ+କଣ=ବିନ୍ଦୁ)—ଲୋତକ; ଲୁହ — Tears
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ଜଳକଣା — Particles of water
  • ସଂ. ବି. (କଣ ଧାତୁ=ଶଦ୍ଦ କରିବା, ଯଙ୍ ଲୁଙନ୍ତି=କଙ୍କଣ ଧାତୁ =ବାରମ୍ବାର ଶବ୍ଦ କରିବା+କର୍ତ୍ତୃ. ଅ; ଯାହା ବାରମ୍ବାର ଶବ୍ଦ କରେ) — ବିଦିତ କଲା କଙ୍କଣ ମୁଞ୍ଜିବା ତତ୍କାଳ—ଭଞ୍ଜ, ବୈଦେହୀଶବିଳାସ।