କଙ୍କଣା Kaṅkaṇā

  • ଦେ. (ପଦ୍ଯ) ବି. (ସଂ. କଙ୍କଣ) — ଜଳକଣା — Particles of water
  • ଦେ. (ପଦ୍ଯ) ବି. (ସଂ. କଙ୍କଣ) — (ଲକ୍ଷଣାର୍ଥେ) ଲୁହ — Tears
  • ଦେ. (ପଦ୍ଯ) ବି. (ସଂ. କଙ୍କଣ) — ଭାବବତିସଲକ୍ଷଣା ଗତି ନେତ୍ର ସୁପଦ୍ମରାଗ କଙ୍କଣା। ଭଞ୍ଜ, ପ୍ରେମସୁଧାନିଧି।