କଖାରୁବଡ଼ି Kakhārubaṟḍ̠i
- ଦେ. ବି. (ସଂ. କର୍କାରୁ+ବଟକ) — ପାଣିକଖାରୁକୁ କୋରି ଉକ୍ତ କୋରାକୁ ବାଟି, ବିରିବଟା ସଙ୍ଗେ ମିଶାଇ ଉତ୍ତମରୂପେ ଫେଣାଇ ମଣ୍ଡାପରି ତିଆରି କରା ଯାଇଥିବା ବଡ଼ ବଡ଼ ବଡ଼ି — Balls of corn-paste mixed with flakes of pumpkin (used in preparing curry)
- ଦେ. ବି. (ସଂ. କର୍କାରୁ+ବଟକ) — (ଲକ୍ଷଣାର୍ଥ) (ବଟା ବିରି ଫେଣିଆ ହୋଇଥିବାରୁ କଖାରୁବଡ଼ିମାନ ଦେଖିବାକୁ ବଡ଼ କିନ୍ତୁ ପୋଲା; ହାତରେ ସାମାନ୍ୟରେ ମଳି ଦେଲେ ତାହା ଚୂନା ହୋଇଯାଏ; ଏହି ଲକ୍ଷଣାରୁ)— ଦେଖିବାକୁ ସୁନ୍ଦର କିନ୍ତୁ ଅଯୋଗ୍ୟ ବ୍ଯକ୍ତି ବା ବସ୍ତୁ — A good-looking but worthless person
- ଦେ. ବି. (ସଂ. କର୍କାରୁ+ବଟକ) — ଦେଖନ୍ତେ ସୁନ୍ଦର କଖାରୁବଡ଼ି—ଢଗ।