କଖାରୁଆ କରିବା Kakhāruā karibā

  • ଦେ. କ୍ରି.—(ପିଢ଼ା ଉପରୁ କଖାରୁ ଖସି ପଡ଼ିଲେ ଛତ୍ରଛାଳ ହୋଇ ଖଣ୍ଡ ଖଣ୍ଡ ହୋଇଯାଏ, ଏହି ଲକ୍ଷଣାରୁ) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ବିଶେଷଭାବରେ ମାଡ଼ ଦେଇ ବା ଛେଚି ଘାଇଲା ଓ ଖଣ୍ଡିଆ କରିଦେବା — (figurative) To give a person a sound thrashing causing wounds and sores throughout the body