କକ୍ଷ Kaksha
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — କାଖ; ବାହୁମୂଳ; ବାହୁ ଓ କଡ଼ର ସନ୍ଧି — Arm-pit
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ପାର୍ଶ୍ୱଭାଗ; କଡ଼ — Side; flank
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ — The end of a wearing cloth; skirts of a garment
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — କୋଠରି; ପ୍ରକୋଷ୍ଠ — Room; apartment
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ରାଜାଙ୍କ ଉଆସ; ରାଜାନ୍ତଃପୁର — Zenana; harem; female apartments of a king
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ଗ୍ରହର ଭ୍ରମଣପଥ — The orbit of a planet
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ପାପ — Sin
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ତୃଣ; ଘାସ — Grass
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ଶୁଷ୍କ ତୃଣ; ଶୁଖିଲା ଘାସ — Hay; dry grass
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ବନ; ଜଙ୍ଗଲ — Forest
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — ଲତା — Creeper
- ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) — କଟି; ଅଣ୍ଟା — Waist