କକ୍କୋଳ Kakkoḻa

  • ସଂ. ବି. (କକ୍=ଅହଙ୍କାରୀ+କୁଳ୍ ଧାତୁ=ଗଦେଇବା+ କର୍ତ୍ତୃ. ଅ) — କାକୋଳା (ଦେଖ) — Kākoḻā (See)
  • ସଂ. ବି. (କକ୍=ଅହଙ୍କାରୀ+କୁଳ୍ ଧାତୁ=ଗଦେଇବା+ କର୍ତ୍ତୃ. ଅ) — ଅଶୋକ, ଅଏଁଳା, କକ୍ୱୋଳ—ନୀଳଦ୍ରିମହୋଦୟ।