କକ୍ଷଗତ Kakshagata

  • ସଂ. ବିଣ. ( 2 ୟା ତତ୍; କକ୍ଷ+ଗତ) — ଗ୍ରହର ଭ୍ରମଣପଥରେ ଅବସ୍ଥିତ — Situated on the orbit
  • ସଂ. ବିଣ. ( 2 ୟା ତତ୍; କକ୍ଷ+ଗତ) — ପାର୍ଶ୍ୱଗତ; ପାର୍ଶ୍ୱରେ ଅବସ୍ଥିତ — Situated on the side