କକୁତ୍ସ୍ଥ Kakutstha

  • ସଂ. ବି. (ନାମ)— (କକୁତ+ସ୍ଥାନ ଧାତୁ=ରହିବା+କର୍ତ୍ତୃ. ଅ; ଯେ ବୃକ୍ଷରୂପଧାରୀ ଇନ୍ଦ୍ରଙ୍କ ଚୂଳରେ ବସି ଅସୁରଙ୍କୁ ବିନାଶ କରିଥିଲେ) — ସୂର୍ଯ୍ୟବଂଶୀୟ ଜନୈକ ରାଜା — A king of the solar race of India
  • ସଂ. ବି. (ନାମ)— (କକୁତ+ସ୍ଥାନ ଧାତୁ=ରହିବା+କର୍ତ୍ତୃ. ଅ; ଯେ ବୃକ୍ଷରୂପଧାରୀ ଇନ୍ଦ୍ରଙ୍କ ଚୂଳରେ ବସି ଅସୁରଙ୍କୁ ବିନାଶ କରିଥିଲେ) — [ଦ୍ର—ଏ ରାମାୟଣ—ବର୍ଣ୍ଣିତ ଭଗୀରଥଙ୍କ ପୁତ୍ର କିନ୍ତୁ ଭାଗବତରେ ଏହାଙ୍କ ନାମ ରିପୁଞ୍ଜୟ।]