କଉଡ଼ିଭାଗିଆ Kauṟḍ̠ibhāgiā

  • ଦେ. ବି — କେଉଟ ଆଦି ହାଟୁଆ ଜାତିଙ୍କ ବେହେରାଠାରୁ ଚିଠି ନେଇ ଜାତିଭାଇଙ୍କ ମଧ୍ୟରେ ଫେରାଇ ଜାତି— ସମ୍ବନ୍ଧୀୟ ଖବର ସେମାନଙ୍କୁ ଜଣାଇ ଦେଉଥିବା ବ୍ଯକ୍ତି — A carrier of letters regarding caste matters amongst the Hāṭuā Ṡūdras